ବାରାଣାସୀର ଅଦ୍ଭୁତ ‘ଶ୍ମଶାନ ହୋଲି’

ବାରାଣାସୀ : ମହାଦେବଙ୍କ ନଗରୀ ବାରାଣାସୀ ବା କାଶୀକୁ ସମଗ୍ର ସନାତନ ଧର୍ମର ସାଂସ୍କୃତିକ ରାଜଧାନୀ ବୋଲି କୁହାଯାଏ। କାଶୀରେ ରଙ୍ଗର ପର୍ବ ହୋଲି ଏକ ସ୍ୱତନ୍ତ୍ର ପ୍ରକାରେ ଖେଳାଯାଏ। ହୋଲି ପୂର୍ବରୁ ଆସୁଥିବା ଏକାଦଶୀରେ କାଶୀରେ ଖେଳାଯାଏ ଶ୍ମଶାନ ହୋଲି। ସମଗ୍ର ଭାରତରେ ଏପରି ହୋଲି କେଉଁଠାରେ ଦେଖାଯାଏ ନାହିଁ। କାରଣ ମହାଦେବଙ୍କ ଏହି ସହରରେ ଭକ୍ତମାନେ କେବଳ ରଙ୍ଗ ଓ ଫଗୁ ନୁହେଁ ବରଂ ଚିତାଭସ୍ମ ସହିତ … Continue reading ବାରାଣାସୀର ଅଦ୍ଭୁତ ‘ଶ୍ମଶାନ ହୋଲି’